ନିଜ ହାତରେ ଗଢିଥିବା ଘରଟା ଆଉ କିଏ ଭାଙ୍ଗିଦେଲେ ଯେ କେତେ କଷ୍ଟ ହୁଏ ସେକଥା ତୋ ଝିଅ ବୋଧେ ତୋଠାରୁ ବେଶି ବୁଝିଛି । ସେଇଟା ତ ଖେଳଣା ଘର ଟା । ତୁ ଭାଙ୍ଗିଦେଇ ପୁଣି ତା ପାଇଁ ଗଢିଦେବୁ । କିନ୍ତୁ ସ୍ନେହ ଶ୍ରଦ୍ଧା ବିଶ୍ବାସ ପ୍ରେମ ର ଉପକରଣରେ ଗଢିଉଠିବା ମୋର ଏହି ସମ୍ପର୍କର ଘରଟାକୁ ତୁମେ ଦୁଇ ଭାଇ ଯଦି ଭାଙ୍ଗିଦେବ ତେବେ ସେଇଟା କଣ ଆଉଥରେ ଗଢାଯାଇପାରିବ " ?
Loading comments…