120Log inSign up
Story · Inspirational

କହିବାକୁ ଲାଜ

by KRUTIBAS NAYAK ✓ · 21 Jun 2021

200Reads
17Likes
5Min read

“ତମର ମୁଣ୍ଡ ଖରାପ ହେବାକୁ ଯାଉଛି | ଠକ ଭଣ୍ଡବାବାଙ୍କ ପାଲରେ ପଡ଼ି ନିଜର ସର୍ବନାଶ କରିବାକୁ ଯାଉଛ | ଯାହା ଯେତିକି ଦାନ କରିସାରିଲାଣି, ସେତିକିରେ ଚୁପ୍ ରୁହ | ଆଗକୁ ତମକୁ ଘର, ଜମି-ବାଡ଼ି ସବୁ ବିକ୍ରି କରିବାକୁ ପଡ଼ିବ |

Loading comments…