by Ashutosh Meher ✓ · 20 Aug 2017
ତା ସ୍ତ୍ରୀ କୁନିକୁ ପିଇବା ପାଣି ପାଇଁ ନିତିଦିନ ସକାଳୁ ଯିବାକୁ ପଡେ ପାଖାପାଖି କିଲୋମିଟର ଖଣ୍ଡେବାଟ, ଯେଉଁଠୁ ଦୁଇଗରା ପାଣି ବଡ କଷ୍ଟରେ ମୁଣ୍ଡାଇେ ଆଣେ ସେ । ଏଇଟା ହିଁ ମନୁଆଁକୁ ସବୁଠୁ ବଡ ବାଧେ, ଦୁଃଖ ଦିଏ । ମାନସିକ ଦୁଃଖ... ତା... ଖରାଦିନର ଦୁଃଖ ।
Loading comments…
Loading comments…