by Sachidananda Kar ✓ · 14 Dec 2021
ସେ ମୋତେ ସବୁବେଳେ ନିଃସର୍ତ୍ତ ଭାବରେ ଚାହାନ୍ତି । ମୁଁ ବି ତାଙ୍କ ପାଖରେ କାହିଁକି କ'ଣ ସର୍ତ୍ତ ରଖିବି ଯେ!ସେଇଥିପାଇଁ ତ ମୁଁ ଓ ମୋର ରୂପଲାବଣ୍ୟ ତାଙ୍କ ଶ୍ୱାସକ୍ରିୟାଠୁଁ ତାଙ୍କର ଅଧିକ ନିଜର ।
Loading comments…
Comments
Loading comments…