by Parameswar Ojha ✓ · 5 Aug 2020
କପଡା ସିଲେଇ ପାଇଁ ବୋଉ ରଖିଥିବା ସୂତା ବଣ୍ଡଲରୁ କିଛି ସୂତା ବାହାର କଲା ତାପରେ ତାକୁ ଚାରି ଛ ପରସ୍ତ କରି ଦୁଇ ପାପୁଲିରେ ବଳି ଦେଇ ଗୋଟେ ମୋଟା ସୂତା ବନେଇ କି ବିନୁ ହାତରେ ନେଇ ବାନ୍ଧିଦେଲା ।
Loading comments…
Loading comments…