by Satyabati Swain ✓ · 12 Dec 2019
ମୁଁ ମଣ୍ଟୁ ପ୍ରଧାନ ଟିକେ ଅନାଇଁଲି ଚୁନି ମୁହଁକୁ।ଇସ୍ କି ଆକୁଳ ବିକଳ ହୋଇ ମୋ ଉତ୍ତର ଅପେକ୍ଷାରେ ଥିଲା ? ମୁଁ କହିଲି ଚୁନି ତୁ ତୋର ଘର ଲୋକଙ୍କ କଥାରେ ରାଜି ହୋଇଯା। କେତେ ଦିନ ଅପେକ୍ଷା କରିବୁ।
Loading comments…
Loading comments…