by Paramita Mishra ✓ · 14 Aug 2017
ଆଜି ବି ଆମେ ସେଇ ସମାଜରେ ବଞ୍ଚୁ, ଯେଉଁଠି ଦୁନିଆ ଚାନ୍ଦରେ ଘର କରିବା ସ୍ୱପ୍ନ ତ ଦେଖୁଚି; କିନ୍ତୁ ସମାଜର ବଡ ବଡ ଠିକାଦାରମାନେ ଆଜି ବି ଝିଅଟିର ବନ୍ଧୁଙ୍କୁ “କି ବନ୍ଧୁ” ବୋଲି ଏକ ଘୃଣିତ ନଜରରେ ଦେଖନ୍ତି ଆଉ ଝିଅଟି ଯଦି ବୋ ହୂ ହୋଇଥାଏ, ତେବେ ତ କଥା ସରିଲା !
Loading comments…
Loading comments…