by Banali Dash ✓ · 28 Jun 2019
ଦେଖିବ କେତେ ସୁନ୍ଦର ସାବ୍ଜା ଆଉ ସତେଜ୍ ଗଛ ଉଠିବ, ଠିକ୍ ଆମ ଭଲପାଇବା ପରିକା । ସେ ଗଛ ବଡ଼ ହବ ଦିନେ, ବହୁତ ବଡ଼,ଆକାଶ ଛୁଇଁବ । ଠିକ୍ ଯେମିତି ମୁଁ ତୁମକୁ ଟିକେ ଛୁଇଁବି ବୋଲି କେତେ ଚଉମୁହାଣିରେ ଗୋଡ଼ ଭାଙ୍ଗି ଠିଆ ହେଲିଣି, ଚୋଟ ସହିଲିଣି; ଆତ୍ମା ଆଉ ଶରୀରର !
Loading comments…
Loading comments…