by Bibhu Samanta ✓ · 20 Feb 2020
ଏମିତି କଲେଜ ସରିଗଲା, ମୁଁ ବ୍ୟସ୍ତ ରହିଲି ଜୀବିକା ସନ୍ଧାନରେ, ସେ ବୁଡି ରହିଲା ପ୍ରତୀକ ପ୍ରେମରେ। ୟା ଭିତରେ ଅନେକ ମତାନ୍ତର ମନୋମଳିନ୍ୟ ଆସିଛି, ମୁଁ ସେ ସବୁକୁ ସମାଧାନ କରେ। ପୁଣି ମିଶି ଯାଆନ୍ତି ସେମାନେ।
Loading comments…
Loading comments…