ଆସିବାବେଳେ ବାପାଙ୍କ ମୁହଁଟା ଜଳ ଜଳ ଦିଶି ଯାଉଥିଲା । କେବେ ସରିବ ଏ ସବୁ , ମେସ ଖାଇବା ପସନ୍ଦ ଆସୁନି ,complain ଦେଇ କିଛି ଲାଭ ନାହିଁ । ମୋତେ ଭାରିବ୍ୟସ୍ତ ଲାଗୁଥିଲେ ମଧ୍ୟ କିଛି କରିବାର ନଥିଲା କାରଣ ମୁଁ political sci hons ଆଉ ତୁ education hons । ଦୁହିଁଙ୍କର ପାସ subject math ଥିଲା ତୋର ବହୁତ ଭଲ math ହଉଥିଲା ।
Loading comments…