Loading…
କୌଣସି କାରଣରୁ ମାମୁଁଘର ପଡୋଶୀ ଘରକୁ ଯିବାକୁ ପଡିଲା ସେଠାରେ ଦେଖିଲା ସୁନାମୁଦିଟିଏ ଚକ୍ ଚକ୍ କରୁଛି ଟେବୁଲ୍ ଉପରେ । ମନରେ ଲୋଭ ଆସିଲା ଘରେ ମଧ୍ୟ କେହି ନଥିଲେ ଚାହିଁଲେ ଆଣିପାରିଥାନ୍ତା କିନ୍ତୁ ମନେ ପଡିଗଲା ତାର ମାଳିକଥା ସେ ମୁଦିଟିକୁ ନେଇ ଯାହାର ତାଙ୍କୁ ଦେଇଦେଲା । ସେ ଖୁସିହୋଇ ଅପରାଜିତାକୁ ପ୍ରଶଂସାରେ ପତିପକାଇଲେ
Comments
Loading comments…