Loading…
ହଠାତ ଦିନେ ରାତି ଅଧରେ ପୁଣି ପାଣି ର ଚଭ ଚଭ ଶୁଭିଲା। ମୋ କୁଡ଼ିଆରୁ ବାହାରି ବାହାରକୁ ଆସି ଦେଖେ ତ ସେଇ ଝିଅଟି। ଏଥର ମୁଁ ଝାମ୍ପି ପଡିଲି, ହାତ ଧରି ତାକୁ ବାହା ହେବା ପାଇଁ ନିବେଦନ କଲି। ହୋ ହୋ ହସରେ ବନ ଭୂମି ଯେମିତି ପ୍ରକମ୍ପିତ ହୋଇ ଉଠିଲା। ଡର ଟିକେ ଟିକେ ଲାଗୁଥିଲେ ବି ତାକୁହିଁ ବାହା ହେବି ବୋଲି ନିଷ୍ପତ୍ତି ନେଇଛି ଓ ତା ପାଇଁ ଦୀର୍ଘ ତିନିମାସ ଧରି ଏଇଠି ଅପେକ୍ଷା କରିଛିବୋଲି ସୁଚେଇ ଦେଲି। ଆଉ ଥରେ ପୁଣି ହୋ ହୋ ହୋଇ ହସି ଉଠିଲା ସେ । କହିଲା," ଦୀର୍ଘ ଅଠର ଶହ ବର୍ଷ ଆଗରେ ତିନିମାସ କଣ ବହୁତ ବେଶୀ??"
Comments
Loading comments…