Loading…
ପ୍ରେମକୁ ପବିତ୍ର ଓ ଅମର କରିବାକୁ ହେଲେ ସମାଜରେ ମୋ ନା କୁ ତମ ନାଁ ସହ ଯୋଡ଼ା ହୋଇ କଥା ହେବା ବେଳେ ତାକୁ ଗ୍ରହଣ କରିବାର ସାମର୍ଥ୍ୟ ଥିବାର ବି ଆବଶ୍ୟକତା ରହିଛି । ସେ ସାହସ ଦୁନିଆ ପାଇଁ ନୁହଁ , ଯେହେତୁ ମୋ ଅତିତ ଜାଣି ମୋ ଭବିଷ୍ୟତର ସାଥି ହେବାକୁ କଥା ଦେଇଛ ତେଣୁ ତାକୁ ବାସ୍ତବରେ ପରିଣତ କରିବାକୁ ଚେଷ୍ଟାକର ।
Comments
Loading comments…