by Sunanda Mohanty ✓ · 10 Mar 2022
ମୁନା ଏଥର ରାଗିଗଲା ଆଉ ମାଆଙ୍କୁ କହିଲା, ମୋ ସବୁ ପରିଶ୍ରମ ବୃଥା ହେଲା, କେତେ କଷ୍ଟ କରି ଗୁଡି଼ଟିକୁ ତିଆରି କଲି। ବଡ ସୁନ୍ଦର ଭାବେ ସେ ଆକାଶରେ ଉଡୁଥିଲା, ହେଲେ ଆଜି ମୋ ସାଙ୍ଗ ଟୁନା ମୋ ଗୁଡିର ଲାଞ୍ଜ କାଟିଦେଇଛି, ମୁଁ ଟୁନାକୁ ଛାଡିବିନି।
Loading comments…
Loading comments…