by Lalita Mohan Mishra ✓ · 9 Jul 2021
ଚୁଲିରେ ଭାତ ଫୁଟେ, କ୍ଷୀର ଉତୁରେ । ତା ସହ ଜଳି ପୋଡି ପାଉଁଶ ହୋଇଯାଏ କାଞ୍ଚନର ହୃଦୟ । ନିଜର ସ୍ୱପ୍ନ ଓ ଖୁସିକୁ ଦୁଃଖର ଚିତାରେ ମୁଖାଗ୍ନି ଦେଇ ; ଆଶା ଓ ଆକାଂକ୍ଷା ସବୁକୁ ପଠାଇ ଦିଏ ଦୁଃଖର ହାଣ୍ଡିରେ ।
Loading comments…
Comments
Loading comments…