by Bibhu Samanta ✓ · 28 Jul 2019
ଦଲକାଏ ପବନ, ବହି ଚାଲିଗଲା ଦି’ ଜଣଙ୍କୁ ଛୁଇଁ । ପବନରେ ଥିଲା ଆନମନା କରିବାର ମହକଟିଏ । ଆଉ ଗୋଟେ ଗାଢ଼ ବାଇଗଣୀ ରଙ୍ଗ ଓଢଣୀଟେ ଉଡି ଆସି ପଡିଗଲା, ଅଭି ପାଖରେ । ଆଖି ଫେରେଇ ନେଲା ସେ, ତା ସୁଲୁ ପାଖରୁ । ଦେଖୁଥିଲା ଫାଷ୍ଟ ଇଅର ର ଝିଅଟେ ବିନା ଓଢଣୀରେ ଆସୁଛି ତା ଆଡ଼କୁ ।
Loading comments…
Loading comments…