by Bishwaranjan Tripathy ✓ · 26 Dec 2020
ପଲିଥିନରେ ସରୁ ଗୋଡି, ବାଲି ଭର୍ତ୍ତି କରି ଚାଲିଲେ ସେହି ପାଇଖାନା ଛାତ ଉପରକୁ ଆଉ ଅପେକ୍ଷା କଲେ ପବିତ୍ରର ଫେରିବାକୁ, ହେଲେ ସେ ସେଦିନ କଣ ପାଇଁ କେଜାଣି ଦରକାରଠୁ ଅଧିକ ସମୟ ଡେରି କରୁଥାଏ ଫେରିବାକୁ .
Loading comments…
Loading comments…