by Seetaram Dash ✓ · 26 Aug 2019
କାଲିକି ବର୍ଷେ ପୁରିବ। ସନ୍ଧ୍ୟାରେ ବବଲି ଠାକୁର ଘରେ ଭାଗବତ ପଢୁଛି। ପାଖରେ ସ୍ୱାମୀ ଅରୁଣ ବାବୁ ବସିଛନ୍ତି। ମା ପିଣ୍ଡାରେ ବସିଥିଲେ ହଟାତ ପଡିଗଲେ। ଘର ଭିତରୁ ଦୌଡ଼ି ଆସିଲେ ଦୁହେଁ।
Loading comments…
Loading comments…