Loading…
ମୁଁ କହିରଖୁଛି – ତ୍ରିବାର ସତ୍ୟକରି କହୁଛି । ଆୟୁଷ ମୋର ନୟନପିତୁଳା , ମୋର ଆଖିର ତାରା , ମୋର ଜୀବନ ଧାରା । ତା’କୁ ଛାଡି ମୁଁ ଦଣ୍ଡେ ବଞ୍ଚିପାରିବିନି । ରେଜିଗନେଶନ ଲେଟର ଟି ଟେବଲ ଉପରେ ଅଛି | ପୋଷ୍ଟ କରିଦେବ । ଦ୍ଵିତୀୟ ପିଲା ପାଇଁ କେବେ ଅନୁଶୋଚନା କରିବନି କାରଣ ମୁଁ ସିସ୍ଟରଙ୍କୁ କହି ଫ୍ୟାମିଲି ପ୍ଲାନନିଙ୍ଗ ଅପରେଶନ କରିନେଇଛି । ଅନୁମାନ ମୋର ସତ୍ୟ ହେଲା । କ୍ଷମା ଦେବ ! ରାଜେଶ ବାବୁ ଝରକା ଫାଙ୍କରେ ଦେଖୁଥିଲେ କଳାହାଣ୍ଡିଆ ବାଦଲ ଢାଙ୍କି ଦେଲାଣି ନିଜ ଜୀବନ ପରି ଆକାଶର ଦିଗବଳୟକୁ
Comments
Loading comments…