by Fransis Satapathy ✓ · 8 Jun 2020
ତୁମେ ମତେ ପ୍ରତି ମୁହୂର୍ତ୍ତରେ କମେଣ୍ଟ କର। କିନ୍ତୁ ମୁଁ ରିଆକ୍ଟ କି ଅପୋଜ କରେନି। କାହିଁକି ନା ସେଇ କମେଣ୍ଟ ମାଧ୍ୟମରେ ହେଉ ପଛେ ତୁମେ ମୋ ସହ କଥା ହୁଅ।
Loading comments…
Loading comments…