by Satyabati Swain ✓ · 3 Oct 2021
ତାର ଜୀବନ ସେ କେମିତି ଜୀଇଁବ ସେ ସ୍ଥିର କରିବ।ମୋ ଭିତରେ ଏତେ ଆଲୋଡନ,ଏତେ ଭାଵ ପ୍ରବଣତା କଣ ପାଇଁ!!!ମୁଁ କାମବାଲୀ 'ଅମ୍ବା'।କାମ କରିବି ଦରମା ନେବି।ଶେଷଦେବ ଶେଷ ହେଉ କି ବଞ୍ଚୁ ସେଥିରେ ମୋର କଣ ଯାଏ!
Loading comments…
Comments
Loading comments…