by ବି. ନିରୁପମା ✓ · 4 Nov 2020
ଏଥର କଳିକା ବାପାଙ୍କ ପାଖରୁ ଆଉ କିଛି ଟଙ୍କା ନେଇ ସେ ବୁଢ଼ୀମା' ଲାଗି -ଫଳ,ମୂଳ ଓ ବିସ୍କୁଟ ପାଉଁରୁଟି କିଣିଦେଲା । ତା'ପରେ ଘରକୁ ଫେରିବା ପାଇଁ ଗୋଟିଏ ଅଟୋରିକ୍ସା ଡାକି ତାକୁ ବସେଇ ଦେଲା ।
Loading comments…
Loading comments…