by Debabrata Mishra ✓ · 11 Mar 2020
ମୋ' ମୁହଁରୁ ଏକଥା ଶୁଣି ମୟଙ୍କ କାନ୍ଦିବାକୁ ଆରମ୍ଭ କଲା। ମୁଁ କିଛି ପଚାରିବା ପୂର୍ବରୁ ମୟଙ୍କ କହିବାକୁ ଲାଗିଲା... ମୁଁ ନିଜକୁ କେବେ କ୍ଷମା କରିପାରିବିନି।
Loading comments…
Loading comments…