by Prashantam Bapu ✓ · 20 May 2020
ବାସ୍ ଆରତୀ ଜୀବନରେ ସବୁକିଛି ଓଲଟି ପଡ଼ିଲା !!! ଭାଇ ଭାଉଜ, ଭଉଣୀ ଭିଣେଇ ସମସ୍ତେ ଦୂରରୁ ଥାଇ ଓହୋ ! ଚୁ ଚା କଲେ ! କେହି ପ୍ରକୃତ ସାହାରା ଦେବାକୁ ଡ଼ରିଲେ ,ତିନି ତିନିଟା ଝିଅ । ଅଧିକ ସମବେଦନା ଜଣେଇଲେ ଆଗକୁ ଅସୁବିଧା ।
Loading comments…
Comments
Loading comments…