ସେଦିନ ସକାଳୁ ବାହାରିଲା ବେଳେ ଦେଖିଲା ସେ ଦେଇଥିବା ଫୁଲ ସବୁ ଦାଣ୍ଡରେ ଥିବା ଅଳିହା ଗଦାରେ ପଡିଛି l ଗୋଟାଏ ଗାଈ ଆସି ତାକୁ ଖାଇବା ଆରମ୍ଭ କରିବା ପ୍ରସ୍ତୁତିରେ ଅଛି l ଫୁଲକୁ ନେଇ ସୁମନ ସବୁ ଠାକୁର ପୂଜାରେ ଲଗେଇ ଆଜି ଆଣି ବାସି ଫୁଲ ଗଦାରେ ପକେଇ ଦେଇ ଯାଇଛି l ପାଟିରୁ ବିକ୍ରମର ତା ଅଜାଣତେ ସୁମନ୍ ବୋଲି ଏକ ବିରାଟ ଚିତ୍କାର ବାହାରି ଆସୁ ଆସୁ ଅଟକି ଗଲା l
Loading comments…