by Shanti Mishra ✓ · 15 Jul 2019
ଏହା କଣ ସମ୍ଭବ ! ଏପରି ଅପସରୀ ଏ ଗାଁରେ ଦେଖିବ ବୋଲି ସେ କେବେ ବିଶ୍ବାସ କରି ନଥିଲା l ତାକୁ ଲାଗିଲା ଜଙ୍ଗଲରେ ଗୁଡାଏ ଜଙ୍ଗଲୀ ଫୁଲ ଭିତରେ ଗୋଲାପ ଫୁଲ ଟାଏ ଦେଖିଥିଲେ ତାକୁ ଯେପରି ଲାଗିଥାନ୍ତା ସେହିପରି ତାର ବର୍ତମାନର ପ୍ରତିକ୍ରିୟା l
Loading comments…
Loading comments…