by Arati Sahoo ✓ · 28 Oct 2019
ଇଏ ହେଉଛି ଅସଲ ମଞ୍ଜି । ତୁମେ ଔଷଧ ନଖାଇ ତାଟିଆ କାହିଁକି କାମୁଡୁଛ ସୁନୈନା ? ମୋର ତ ବାପାଙ୍କ ଛଡ଼ା ଦୁନିଆରେ କେହିଜଣେ ବି ନାହିଁ । ତାଙ୍କ ସହିତ ତୁମ ବାପମାଆଙ୍କ ଦାୟିତ୍ୱ ମଧ୍ୟ ଦୁହେଁ ମିଶି ତୁଲେଇଲେ କଣ କିଛି ଅସୁବିଧା ଅଛି ?
Loading comments…
Comments
Loading comments…