by Seetaram Dash ✓ · 4 Nov 2019
ସମସ୍ତେ କୁହନ୍ତି ପୁଅ ଝିଅ ସମାନ। ଏ ସମାଜ କଣ ପୁଅ ଝିଅଙ୍କୁ ସମାନ ଦୃଷ୍ଟିରେ ଦେଖେ? କନ୍ୟା ରତ୍ନ କେବଳ ବହିରେ, ସ୍କୁଲ କାନ୍ଥରେ, ଅଙ୍ଗନବାଡି ଗୃହରେ ସୀମିତ।
Loading comments…
Loading comments…