ଏମାନେ ଆମ ଗାଁଆର ଲୋକ ଏମାନଂକୁ ନିଜ ପରିବାର ପରି ବ୍ୟବହାର କରିବା ଆବଶ୍ୟକ । ସେମାନେ ଏମିତି ମନ୍ଦିର ପରି ପୂଜା କରୁଥିଲେ କାରଣ ଏମାନେ ଏତେ ଭଗବତ୍ ପ୍ରେମୀ ଯେ ତାଂକୁ ପ୍ରଥମ କରି ଆଖିରେ ଭାଗବାନଙ୍କୁ ଦର୍ଶନ କଲାପରି ଲାଗିଲା । ସେମାନଙ୍କୁ ଟିଭିର କୃଷ୍ଣ ଓ ବାସ୍ତବ କୃଷ୍ଣ ଭଗବନଙ୍କ ଭିତରେ କିଛି ଫରକ ଦେଖା ଗଲାନାହିଁ । ତେଣୁ ସରଳ ଓ ନିରୀହ ଲୋକଙ୍କ ଭାବନାକୁ ସବୁବେଳେ ସମ୍ମାନ ଦେବା ଉଚିତ ।
Loading comments…