by Gayatri Singh ✓ · 4 May 2021
ଆଭଏଡ଼ କରିବା ଉଦ୍ଦେଶ୍ୟରେ ଏବେ ଦାଶ୍ ବାବୁ ରାୟ ବାବୁଙ୍କ ଆସିବାର ଯଥେଷ୍ଟ ପୂର୍ବରୁ ମର୍ଣ୍ଣିୱାକ ଓ ଇଭିନିଙ୍ଗ ୱାକରେ ବାହାରି ଯାଉଛନ୍ତି। ବାଟରେ ଦେଖାହେଲେ କହୁଛନ୍ତି ଡାକ୍ତରଙ୍କ ପରାମର୍ଶ କ୍ରମେ ମୁଁ ଚାହା ଛାଡ଼ିଦେଇଛିି |
Loading comments…
Comments
Loading comments…