by Madhabi Patel ✓ · 4 Nov 2020
ଭଲ କର୍ମ ସଦା ସଫଳତା ନାମ ସମ୍ମାନ ଓ ପୂଣ୍ୟ ଅର୍ଜନ କରିବାରେ ସହାୟକ ହେଇଥାଏ । କର୍ମ ହିଁ ପ୍ରାରବ୍ଧ ଭାବରେ ପରବର୍ତ୍ତୀ ଜନ୍ମପାଇଁ ପୂଣ୍ୟ ସଞ୍ଚିତ କରେ ଯାହା ଫଳରେ ଜୀବ ପର ଜନ୍ମରେ ଭଲ ସଂସ୍କାରି ପରିବାରରେ ଜନ୍ମ ହୁଏ ଓ ସୁଖ ଭୋଗ କରେ ।
Loading comments…
Loading comments…