by kamal kumar dash ✓ · 7 Apr 2020
ଘରେ ଥିବା ଡାଲି ଚାଉଳ ପାଞ୍ଚ ଛ ଦିନରେ ସରିଯିବ | ଗାଁରୁ କ ତା ସାଙ୍ଗ ଫୋନ କରି କହିଲା ଗାଁରେ କଣ୍ଟ୍ରୋଲରେ ଡାଲି ଚାଉଳ ମିଳୁଛି , ଗାଁକୁ ପଳାଇ ଆସ | ଦିନୁ ଭାବିଲା ଗାଁକୁ ପଳାଇବ, ହେଲେ 150 କିମି ଯିବ କେମିତି |
Loading comments…
Loading comments…