by kamal kumar dash ✓ · 28 Apr 2020
ଲ୍ୟାବ ଆସିଷ୍ଟାଣ୍ଟ ମାନେ କେମିକାଲ ଓ କିଟ ସବୁ ସଜାଡି ରଖୁଥିଲେ | କରୋନା ଭାଇରସ ର ଜେନେଟିକ ମ୍ୟାଟେରିଆଲ ର ପ୍ୟାକ ଆସି ପହଁଚିଲା | ସମସ୍ତଙ୍କୁ ପ୍ରପର ପ୍ରୋଟେକ୍ସନ ସହିତ କାମ କରିବାକୁ ହେବ ବୋଲି ବୁଝାଇ କହିଲେ ସମୀରI ମାଡାମ |
Loading comments…
Comments
Loading comments…