by Kulamani Sarangi ✓ · 18 Sept 2020
ଝିଅକୁ ଏଭଳି ଦେଖି ମାଆ ସୁନିତା ଆଖି କୋଣରେ ଆଖିଏ ଲୁହ ଧରି ଦାଣ୍ଡ ଦୁଆରେ ଠିଆ ହୋଇଥାନ୍ତି।ଗତ ଦଶଦିନ ଧରି ମିନି ନାକେଦମ କରି ସାରିଲାଣି ତାଙ୍କୁ।ପାଖ ରୁମରେ କ୍ବାରାଣ୍ଟାଇନରେ ରହିଛନ୍ତି ସ୍ବାମୀ ରାକେଶ।ଟାଇଫଏଡ ଜର ପାଇଁ ରକ୍ତ ପରୀକ୍ଷା କରୁ
Loading comments…
Comments
Loading comments…