by Satyaprakash Sethy, M. A(UGC NET) ✓ · 25 Jun 2019
ତାଙ୍କର କୃପା ଲାଭକରି କିଏ ଭାଗ୍ୟବାନ, ତା ପାଇଁ ଶୁଭ୍ର ସଜ୍ଜିତ ବାସଗୃହ, ସମ୍ମାନର ମହାପାରାବାର । ଆଉକିଏ ତାଙ୍କ କୃପା ବିନା ଦରିଦ୍ର ଭିକାରୀ, ପାଗଳ । ପୁଣି ତାଙ୍କରି ଖିଆଲରେ କିଏ ଦସ୍ୟୁ, ଦୁର୍ବୁତ୍ତ, ପାପୀ, ଅଧମ, ସବୁକିଛି ତାଙ୍କରି କର୍ମ ।
Loading comments…
Loading comments…