by Bibhu Samanta ✓ · 31 Jul 2019
ସୁରୁଜା ପାର ଗୋଡ଼ ଧରି କଇଁ କଇଁ ହୋଇ କାନ୍ଦିଲା। କାନ୍ଦି କାନ୍ଦି କହିଲା ମୁଁ ତାଙ୍କ ଘରେ କାମ କରୁ କରୁ କାନ ଫୁଲଟେ ପାଇଲି। ସେଇଟା କୁଆଡେ ସାହୁକାର ଝିଅର। ମୁଁ ମୋ ପାଖେ ରଖିନେଲି। ସାହୁକାର ମୋ ଜାଣିପାରି ମୋ ଠୁ ନେଇଗଲା ଆଉ ମତେ ବହୁତ ମାରିଲା, ଥାନାକୁ ଫୋନ କଲା।
Loading comments…
Loading comments…