by Sambit Srikumar ✓ · 14 Jun 2020
ରାଜନୀତିର ପୋଖତ ଖେଳାଳି ବୀରବର ବାବୁ ଟେର୍ ପାଇ ପାରିନଥିଲେ ଏହି ବିଦ୍ରୋହର। ଟିଭି ଚ୍ୟାନେଲରେ ଏହି ଖବର ସେ ଦେଖିଲା ମାତ୍ରେ ଆକାଶରୁ ଖସି ପଡୁଥିବା ପରି ଅନୁଭବ କରୁଥିଲେ।
Loading comments…
Loading comments…