by Mr.GAGAN BIHARI NAYAK ✓ · 18 Aug 2021
ସମୟର ସୂର୍ଯ୍ୟ ବ୍ୟସ୍ତ ଅସ୍ତରାଗର ନାଲିମା-ମୁରୁଜ ବୁଣି ଦେଇ ଚାଲିଗଲେ । ସଞ୍ଜ ନଇଁଗଲା-ଅନ୍ଧାର ଭିତରେ ଲୁଚିଗଲା ସାରା ଜଙ୍ଗଲ । ତା’ସହିତ ଲୁଚେଇ ଦେଲା ଅନେକ ନିରୀହ ଜଗୁଆ ଓ ଯାନୀର ସରଳ ଜୀବନ.
Loading comments…
Loading comments…