by Pramod Panda ✓ · 10 Oct 2019
ସମସ୍ତେ ଟୁପୁରୁ ଟାପର ହେଲେ । ଗୋଟେ ଭେଣ୍ଡିଆ ଯାଇ ଗୋପିଆ ମା’ର ଦଉଡି ଖୋଲିଦେଲା । କିଏ କିଏ କହୁଥିବାର ଶୁଣାଗଲା, " ଆରେ ସେଇଥିପାଇଁ ଗୋପିଆ ମା’ର କବାଟ କାଲି ରାତିରେ ଖୋଲି ନଥିଲା ତେବେ, ଆମେ ଅଯଥାରେ ଦୋଷ ଦେଉଥିଲେ । ବିଚାରୀ ବଡ ହୀନିମାନ
Loading comments…
Loading comments…