by Kulamani Sarangi ✓ · 16 May 2021
ହେ ରାଜା ! ହେ ମୋର ଅନ୍ନଦାତା ! ହେ ମୋର ପରମ ମିତ୍ର ଦୁର୍ଯ୍ୟୋଧନ! ମୁଁ ଶପଥ କରି କହୁଛି ପାଣ୍ଡବମାନଙ୍କୁ , ସେମାନଙ୍କ କୃତକର୍ମ ପାଇଁ ମୁଁ କ୍ଷମା ଦେବି ନାହିଁ, ନିଶ୍ଚିତ ଭାବରେ ସେ ସମସ୍ତଙ୍କୁ ଆଜି ହିଁ ନିଧନ କରିବି।
Loading comments…
Loading comments…