by Kulamani Sarangi ✓ · 14 Oct 2020
କଚ ଜୀବିତ ହେବା ସମ୍ବାଦ ପାଇ ଆହୁରି କ୍ରୋଧାନ୍ବୀତ ହୋଇ ଉଠିଲେ ଦାନବମାନେ। ଆଉ ଦିନେ କଚ ଦେବଯାନୀଙ୍କ ପାଇଁ ଫୁଲ ଆଣିବା ପାଇଁ ଅରଣ୍ୟକୁ ଯାଇଥାନ୍ତି।
Loading comments…
Loading comments…