by Kulamani Sarangi ✓ · 4 Feb 2021
କାଳୀୟ ଦଳନ ସମୟରେ ସର୍ପର ଫଣା ଉପରେ, ବଂଶୀ ବଜାଇ ହସି ହସି ନୃତ୍ୟ କରି ତାର ଦର୍ପ ଦଳନ କରିଥିଲେ ଆପଣ। କେଉଁ ଅସ୍ତ୍ରରେ ଗୋବର୍ଦ୍ଧନ ଟେକିଧରି ଆପଣ ଇନ୍ଦ୍ରଙ୍କ ଦର୍ପ ଦଳନ କରିଥିଲେ କେଶବ ?
Loading comments…
Comments
Loading comments…