by Kulamani Sarangi ✓ · 12 Mar 2021
ଅର୍ଜୁନଙ୍କ ମନରେ ଆତ୍ମପ୍ରତ୍ୟୟ ସୃଷ୍ଟି କରିବାପାଇଁ ଶ୍ରୀକୃଷ୍ଣ ତାଙ୍କର ବିଶ୍ଵରୂପ ପ୍ରଦର୍ଶନ କରିଛନ୍ତି। ଏହି ବିଶ୍ଵରୂପ କେବଳ ଅର୍ଜୁନଙ୍କ ବ୍ୟତୀତ କୁରୁକ୍ଷେତ୍ରରେ ଥିବା ଅନ୍ୟ କୌଣସି ବ୍ୟକ୍ତି ଦର୍ଶନ କରିପାରି ନାହାଁନ୍ତି।
Loading comments…
Comments
Loading comments…