by Kulamani Sarangi ✓ · 18 Mar 2021
ଗୁରୁ ଦ୍ରୋଣାଚାର୍ଯ୍ୟଙ୍କର ଏହି ଦୁର୍ଭେଦ୍ୟ ବ୍ୟୂହକୁ ଭେଦ କରିବାପାଇଁ ଏକା ଅର୍ଜୁନ ସମର୍ଥ; କିନ୍ତୁ ସଂସପ୍ତକ ଯୁଦ୍ଧରେ ମଗ୍ନ ରହି ସେ ବର୍ତ୍ତମାନ ରଣକ୍ଷେତ୍ରରେ ଅନୁପସ୍ଥିତ। ଏହି ବ୍ୟୂହ ଭେଦ କରିବା ରହସ୍ୟ କ'ଣ ତୁମର ଜ୍ଞାତସାରରେ ଅଛି ?
Loading comments…
Comments
Loading comments…