by Kulamani Sarangi ✓ · 30 May 2021
ଶ୍ରୀକୃଷ୍ଣଙ୍କର ଏହି ପ୍ରଶ୍ନଗୁଡିକ ଶୁଣି ଭୀମସେନଙ୍କ ମନ ଆନନ୍ଦରେ ଅଧୀର; ପ୍ରଶଂସା ପାଇବାର ପ୍ରବଳ ଇଚ୍ଛା ଜାଗ୍ରତ ହେଲା ତାଙ୍କ ମନରେ।ସେ ଚିନ୍ତା କଲେ, ତାଙ୍କ ପୁତ୍ର ହୋଇ ବେଲାଳସେନ କଣ ତାଙ୍କୁ ଶ୍ରେୟ ଦେବନାହିଁ ?
Loading comments…
Loading comments…