by Kulamani Sarangi ✓ · 25 Nov 2020
ବିଦୂର ଅତି ଜ୍ଞାନୀ ଏବଂ ଧର୍ମଙ୍କ ଅବତାର ଭାବରେ ପରିଗଣିତ ହେଉଥିଲେ।ଅନ୍ୟାୟକୁ ସେ ପ୍ରଶ୍ରୟ ଦେଉନଥିଲେ। ସ୍ପଷ୍ଟବାଦିତା ତାଙ୍କ ଚରିତ୍ର ର ବିଶେଷତ୍ବ ଥିଲା। "ବିଦୂର"ଶବ୍ଦର ଅର୍ଥ ବିଶେଷ ଭାବରେ ଦୂରଦର୍ଶୀ। ଜ୍ଞାନରେ ତାଙ୍କ ସମକକ୍ଷ ସେ ସମୟରେ
Loading comments…
Loading comments…