by Kulamani Sarangi ✓ · 16 Jan 2021
ସୁଖୀ ଗାର୍ହସ୍ତ୍ୟ ଜୀବନଯାପନ ପାଇଁ,ଯେତିକି ଧନ ଆବଶ୍ୟକ,ନିଜ ତପୋଶକ୍ତି ଉପଯୋଗ ନକରି, ତାହା ଆପଣ ଅର୍ଜନ କରନ୍ତୁ । ସେହି ସଂସାର ସଂଗ୍ରହ,ଆପଣଙ୍କ ପୂର୍ବଜମାନଙ୍କ ଉଦ୍ଧାର ପାଇଁ ପୁତ୍ର ସନ୍ତାନ ଉତ୍ପନ୍ନ କରିବାରେ ସାହାଯ୍ୟ କରିବ ।
Loading comments…
Loading comments…