by Kulamani Sarangi ✓ · 17 Apr 2021
ସବୁ ସେହି ଅଦୃଷ୍ଟର ବିଧାନ।ଜନ୍ମପୂର୍ବରୁ ସମସ୍ତେ ଅଦୃଶ୍ୟ ରହିଥାନ୍ତି ଏବଂ ମୃତ୍ୟୁ ପରେ ମଧ୍ୟ ଅନ୍ତର୍ଦ୍ଧାନ ହୁଅନ୍ତି। ଏହି ଦୁଇ ଅବସ୍ଥାର ମଝିରେ ପ୍ରାଣୀ ସୀମିତ ସମୟ ପାଇଁ କା଼ୟାବାନ ହୁଏ। ସେହି ନଶ୍ବର ଶରୀରକୁ ନେଇ ଏତେ ପରିବେଦନା କାହିଁକି
Loading comments…
Loading comments…