by Kulamani Sarangi ✓ · 16 Apr 2021
ଅର୍ଜୁନଙ୍କ ବାଣରେ ମୃତ ଜୟଦ୍ରଥଙ୍କ ଶିର, ଅରଣ୍ୟରେ ତପସ୍ୟାରତ ବୃଦ୍ଧକ୍ଷେତ୍ରଙ୍କ କୋଳରେ ପଡି ଭୂମିକୁ ଗଡିଯିବାରୁ ନିଜ ଜାଲରେ ନିଜେ ସେ ଛନ୍ଦି ହୋଇ ଗଲେ ବୃଦ୍ଧକ୍ଷେତ୍ର ଏବଂ ତାଙ୍କ ଶିର ଶତଧା ବିଦୀର୍ଣ୍ଣ ହୋଇ ଗଲା।
Loading comments…
Loading comments…