by Rasmi Rekha Tripathy ✓ · 3 Sept 2019
ମୋ ହାତ ଧରି ପକେଇ ଲୋକଟି କହିଲା, ଆପଣଙ୍କ ଝିଅ କ’ଣ ମୋ ଝିଆରୀ ନୁହେଁ ? ଏ ସାମାନ୍ୟ କେଇଟା ଟଙ୍କା ପାଇଁ ଦୟାକରି ମୋତେ ଲଜ୍ଜିତ କରନ୍ତୁ ନାହିଁ । ଏଥର ମୋତେ ଲାଗୁଥିଲା ଲୋକଟା କେବଳ ଧନରେ ନୁହେଁ, ମନରେ ବି କୁବେର ।
Loading comments…
Loading comments…